ପଶ୍ମିନା-ଶାଲ୍‌ର-କାହାଣୀ-ବୟନ

Jun 18, 2019

ପଶ୍ମିନା ଶାଲ୍‌ର କାହାଣୀ ବୟନ

ତିବ୍ବତୀୟ ମାଳଭୂମିର ଚାଙ୍ଗ୍‌ଥାଙ୍ଗି ଛେଳିରୁ ଶ୍ରୀନଗରର ଖୁଚୁରା ଦୋକାନ ପର୍ଯ୍ୟନ୍ତ, ପଶ୍ମିନା ଶାଲ୍‌ ପ୍ରସ୍ତୁତିରେ ସଂପୃକ୍ତ ଅନେକ ବର୍ଗ -ପଶୁପାଳକ, ପାଇକାରୀ ବିକ୍ରେତା, ବୁଣାକାର, ରଞ୍ଜକ, ଡିଜାଇନର୍‌, ସୂଚୀଶିଳ୍ପୀ ଏବଂ ଉଦ୍ୟୋଗୀ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Prabir Mitra

ପ୍ରବୀର ମିତ୍ରା ହେଉଛନ୍ତି ଜଣେ ଜେନେରାଲ୍‌ ଫିଜିସିଆନ୍‌ ଓ ସେ ଦ ରୟାଲ୍‌ କଲେଜ୍‌ ଅଫ୍‌ ଫିଜିସିଆନ୍‌, ଲଣ୍ଡନ, ୟୁକେରେ ଫେଲୋ ଅଛନ୍ତି । ସେ ମଧ୍ୟ ରୟାଲ୍‌ ଫଟୋଗ୍ରାଫିକ୍‌ ସୋସାଇଟିର ସଦସ୍ୟ ଓ ଡକ୍ୟୁମେଣ୍ଟାରୀ ଫଟୋଗ୍ରାଫର ଯାହାର ଗ୍ରାମୀଣ ଭାରତର ସାଂସ୍କୃତିକ ଐତିହ୍ୟରେ ରୁଚି ରହିଛି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।