ପର୍ଯ୍ୟଟକଙ୍କ-ଲଗେଜ୍-ଦେଉଛି-ଜୀବନଜୀବିକା

Raigad, Maharashtra

Jun 11, 2018

ପର୍ଯ୍ୟଟକଙ୍କ ଲଗେଜ୍ ଦେଉଛି ଜୀବନଜୀବିକା

ମହାରାଷ୍ଟ୍ରର ମାଥେରାନର ମହିଳା କୁଲିମାନେ ପର୍ଯ୍ୟଟନ ୠତୁରେ ପ୍ରତିଦିନ ୧୦୦ କେଜିରୁ ଅଧିକ ଓଜନ ମୁଣ୍ଡରେ ବୁହନ୍ତି। ସେମାନେ ଗାଁରୁ କାର୍ଯ୍ୟସ୍ଥଳିକୁ ଯିବାପାଇଁ ମଧ୍ୟ ଅନେକ କିଲୋମିଟର ଚାଲନ୍ତି

Want to republish this article? Please write to [email protected] with a cc to [email protected]

Author

Suman Parbat

ସୁମନ ପର୍ବତ କୋଲକାତାର ଜଣେ ପାଇପ୍ ଲାଇନ୍ ଇଞ୍ଜିଇିନିୟର୍। ସେ ବର୍ତ୍ତମାନ ମୁମ୍ବାଇରେ କାର୍ଯ୍ୟ କରୁଛନ୍ତି। ସେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇିଞ୍ଜିନିୟରିଂରୁ ବି-ଟେକ୍ କରିଛନ୍ତି। ଏଥିସହ ସେ ଜଣେ ମୁକ୍ତବୃତ୍ତ ଫଟୋଗ୍ରାଫର୍।

Author

Sinchita Parbat

ସିଞ୍ଚିତା ପର୍ବତ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ଭିଡିଓ ସମ୍ପାଦିକା ଏବଂ ଜଣେ ମୁକ୍ତବୃତ୍ତିର ଫଟୋଗ୍ରାଫର ଓ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା। ପୂର୍ବରୁ ସିଞ୍ଚିତା ମାଜୀ ନାମରେ ତାଙ୍କର କାହାଣୀଗୁଡ଼ିକ ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।