ପରିବାରର-ଖର୍ଚ୍ଚ-ତୁଲାଉଛି-ଛତୁ

Pithoragarh, Uttarakhand

Jun 22, 2018

ପରିବାରର ଖର୍ଚ୍ଚ ତୁଲାଉଛି ଛତୁ

ତୀଖ ଓ ବିପଦପୂର୍ଣ୍ଣ ପାହାଡରେ ଗୋଟିଏ ଖଚର ଚଲା ରାସ୍ତାରେ ଅନେକ ଘଣ୍ଟା ଧରି ୨୫ କିମି ଚାଲିଚାଲି ଆମ ସାମ୍ବାଦିକ ଉତ୍ତରାଖଣ୍ଡର ସାତପେର୍ ବରଫାବୃତ୍ତ ଗୋଚରରେ ପହଞ୍ଚିଲେ। ଏ ଅଞ୍ଚଳକୁ ବାହାର ଲୋକଙ୍କ ଆସିବା ଉପରେ କଟକଣା ଅଛି। ସେଠାରୁ ଆମ ସାମ୍ବାଦିକ ସଁବାଳୁଆ ଛତୁ ବା କୀଡାଜଡି ସଂଗ୍ରହ କରୁଥିବା ଗ୍ରାମୀଣମାନଙ୍କ କାହାଣୀ ସଂଗ୍ରହ କରିଛନ୍ତି। ଏହା ଲାଭଜନକ କିନ୍ତୁ ଅବୈଧ ଭାବରେ ବିଦେଶକୁ ପଠାଯାଏ।

Want to republish this article? Please write to [email protected] with a cc to [email protected]

Author

Arpita Chakrabarty

ଲେଖକ ପରିଚୟ: ଅର୍ପିତା ଚକ୍ରବର୍ତ୍ତୀ ଜଣେ କୁମାଓନ ଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକା ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।