ପଟ୍ଟଚିତ୍ର-ଚିତ୍ରଫଳକ-ଓ-ସଙ୍ଗୀତ-ମାଧ୍ୟମରେ-କାହାଣୀ-ବର୍ଣ୍ଣନା

Paschim Medinipur, West Bengal

Feb 19, 2023

ପଟ୍ଟଚିତ୍ର : ଚିତ୍ରଫଳକ ଓ ସଙ୍ଗୀତ ମାଧ୍ୟମରେ କାହାଣୀ ବର୍ଣ୍ଣନା

ପଶ୍ଚିମବଙ୍ଗ ପୂର୍ବ କୋଲକାତାର ଆର୍ଦ୍ରଭୂମିରେ, ମାମୋନି ଚିତ୍ରକାର ପଟ୍ଟଚିତ୍ର ତିଆରି କରିଥାନ୍ତି ଯାହାକି ଏହି ଅଭିନବ ଭୂଖଣ୍ଡ - ଏହାର ମତ୍ସ୍ୟଜୀବୀ, ଚାଷୀ ଓ ଜୀବନ୍ତ କ୍ଷେତଗୁଡ଼ିକର କାହାଣୀ କହିଥାଏ

Want to republish this article? Please write to [email protected] with a cc to [email protected]

Author

Nobina Gupta

ନୋବିନା ଗୁପ୍ତା ଜଣେ ଭିଜୁଆଲ ଆର୍ଟିଷ୍ଟ, ଶିକ୍ଷାବିତ୍‌ ଓ ଗବେଷିକା ଯିଏକି ସାମାଜିକ-ସ୍ଥାନୀୟ ବାସ୍ତବତା, ଜଳବାୟୁ ଜରୁରି ପରିସ୍ଥିତି ଏବଂ ବ୍ୟବହାରିକ ପରିବର୍ତ୍ତନ ମଧ୍ୟରେ ସମ୍ପର୍କ ସହ ଜଡ଼ିତ। ସୃଜନଶୀଳ ଇକୋଲୋଜି ଉପରେ ଧ୍ୟାନ ଦେବା ପରେ ଡିସାପ୍ପିଅରିଂ ଡାଇଲଗ୍ସ କଲେକ୍ଟିଭର ସୃଷ୍ଟି ଓ ଆରମ୍ଭ ପାଇଁ ତାଙ୍କୁ ପ୍ରେରଣା ମିଳିଥିଲା।

Author

Saptarshi Mitra

ସପ୍ତର୍ଷି ମିତ୍ର ଜଣେ ସ୍ଥପତି ଓ ବିକାଶ ପେସାଦାର। ସେ କୋଲକାତାରେ ରହି ଇଣ୍ଟରସେକ୍ସନ ଅଫ୍‌ ସ୍ପେସ, କଲଚର ଏଣ୍ଡ ସୋସାଇଟୀରେ କାର୍ଯ୍ୟ କରୁଛନ୍ତି।

Editor

Dipanjali Singh

ଦୀପାଞ୍ଜଳି ସିଂ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ସହାୟକ ସମ୍ପାଦିକା। ସେ ପରୀ ଲାଇବ୍ରେରୀ ପାଇଁ ଗବେଷଣା କରିବା ସହିତ ଦସ୍ତାବିଜ ପ୍ରସ୍ତୁତ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।