ପଞ୍ଜାବରୁ-ସିଂଘୁ-ଯାଏଁ-ଏକ-ବିକ୍ଷୋଭର-ଚିତ୍ରାଙ୍କନ

Sonipat, Haryana

Mar 18, 2021

ପଞ୍ଜାବରୁ ସିଂଘୁ ଯାଏଁ: ଏକ ବିକ୍ଷୋଭର ଚିତ୍ରାଙ୍କନ

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଲୁଧିଆନାର ଜଣେ କଳା ଶିକ୍ଷକ ସିଂଘୁରେ ଏକ ବିଶାଳ କାନ୍‌ଭାସରେ ଚିତ୍ରାଙ୍କନ କରିଛନ୍ତି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Anustup Roy

ଅନୁଷ୍ଟୁପ୍ ରୟ ହେଉଛନ୍ତି କୋଲକାତାସ୍ଥିତ ଜଣେ ସଫ୍ଟୱେର ଇଞ୍ଜିନିୟର । ଯେତେବେଳେ ସେ କୋଡ୍ ଲେଖନ୍ତି ନାହିଁ ନିଜ କ୍ୟାମେରା ଧରି ସାରା ଭାରତ ବୁଲିଥାନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।