ନଡ଼ିଆ-ଗୋଟେଇ-ପେଟ-ପୋଷୁଛନ୍ତି-ତଙ୍ଗମ୍ମା

Ernakulam, Kerala

Mar 06, 2023

ନଡ଼ିଆ ଗୋଟେଇ ପେଟ ପୋଷୁଛନ୍ତି ତଙ୍ଗମ୍ମା

ଏର୍ଣ୍ଣାକୁଲମରେ ବୁଦାଳିଆ ଜଙ୍ଗଲ ଘେରା ପରିତ୍ୟକ୍ତ ଆବାସିକ ପ୍ଲଟ୍‌ଗୁଡ଼ିକ ଡେଙ୍ଗା ଡେଙ୍ଗା ନଡ଼ିଆ ଗଛରେ ଭର୍ତ୍ତି ହୋଇ ରହିଛି। ଏହି ସ୍ଥାନରୁ ନଡ଼ିଆଟିଏ ପାଇବା ୬୨ ବର୍ଷ ବୟସ୍କ ତଙ୍ଗମ୍ମାଙ୍କ ପାଇଁ ଭାଗ୍ୟର କଥା। ପେଟ ପୋଷିବା ଲାଗି ସେହି ନଡ଼ିଆ ବିକ୍ରି ଛଡ଼ା ତାଙ୍କର ଆଉ କୌଣସି ଚାରା ନାହିଁ

Author

Ria Jogy

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Ria Jogy

ରିୟା ଯୋଗୀ କେରଳରେ କୋଚିରେ ରହୁଥିବା ଜଣେ ଡକ୍ୟୁମେଣ୍ଟାରୀ ଫଟୋଗ୍ରାଫର ଏବଂ ମୁକ୍ତବୃତ୍ତିର ଲେଖିକା। ସେ ଏବେ ବିଭିନ୍ନ ଫିଚର ଫିଲ୍ମରେ ସହାୟକ ନିର୍ଦ୍ଦେଶିକା ଏବଂ ବିଭିନ୍ନ ସଂଗଠନ ପାଇଁ ଯୋଗାଯୋଗ ପରାମର୍ଶଦାତା ଭାବେ କାମ କରୁଛନ୍ତି

Editor

Vishaka George

ବିଶାଖା ଜର୍ଜ ପରୀର ବରିଷ୍ଠ ସଂପାଦକ ଭାବରେ କାର୍ଯ୍ୟ କରିଛନ୍ତି । ସେ ଜୀବିକା ଏବଂ ପରିବେଶ ପ୍ରସଙ୍ଗରେ ରିପୋର୍ଟ କରନ୍ତି । ବିଶାଖା ପରୀର ସୋସିଆଲ ମିଡିଆ (୨୦୧୭-୨୦୨୫) ର କାର୍ଯ୍ୟକ୍ରମ ମୁଖ୍ୟ ଥିଲେ ଏବଂ ପରୀର ବିଭିନ୍ନ ଲେଖାକୁ ଶ୍ରେଣୀଗୃହରେ ପହଞ୍ଚାଇବା ସହିତ ଛାତ୍ରଛାତ୍ରୀଙ୍କୁ ଘେରି ରହିଥିବା ବିଭିନ୍ନ ସମସ୍ୟାକୁ ନଥିଭୁକ୍ତ କରିବା ଦିଗରେ ସେ ଶିକ୍ଷା ଟିମ୍‌ରେ କାର୍ଯ୍ୟ କରିଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।