ନୀରବରେ-ଜଳୁଛନ୍ତି-ଦିଲ୍ଲୀର-ଶେଷ-ଧାଡ଼ିର-ଶ୍ରମିକ---ଦାହ-ସଂସ୍କାର-କାର୍ଯ୍ୟ-କରୁଥିବା-କର୍ମୀ

New Delhi, Delhi

Jul 16, 2021

ନୀରବରେ ଜଳୁଛନ୍ତି ଦିଲ୍ଲୀର ଶେଷ ଧାଡ଼ିର ଶ୍ରମିକ - ଦାହ ସଂସ୍କାର କାର୍ଯ୍ୟ କରୁଥିବା କର୍ମୀ

ଦିଲ୍ଲୀରେ କୋଭିଡ୍‌ ଦ୍ୱିତୀୟ ଲହର ଜାରି ରହିଥିବାବେଳେ ଦାହ ସଂସ୍କାର କାର୍ଯ୍ୟ କରୁଥିବା କର୍ମୀ ହରିନ୍ଦର ଓ ପପ୍ପୁ ନିଗମ ବୋଧ ଦାହଗୃହରେ ଅହରହ କାମ କରିଚାଲିଥିଲେ – କୌଣସି ସୁରକ୍ଷା ବା ବୀମା ବିନା ସେମାନଙ୍କ ଜୀବନକୁ ବିପନ୍ନ କରି ଓ ବେତନ ବୃଦ୍ଧିକୁ ଅପେକ୍ଷା କରି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Amir Malik

ଆମିର ମଲିକ ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ୨୦୨୨ର ପରୀ ସଦସ୍ୟ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।