ନିରାପତ୍ତା-ଏବଂ-ବିଜୁଳି-ଗୁରୁଗ୍ରାମ-ନିର୍ବାଚନ-ଉପରେ-ପ୍ରଭାବ-ପକାଇପାରେ

Gurugram, Haryana

Jun 18, 2019

ନିରାପତ୍ତା ଏବଂ ବିଜୁଳି ଗୁରୁଗ୍ରାମ ନିର୍ବାଚନ ଉପରେ ପ୍ରଭାବ ପକାଇପାରେ

ହରିୟାନାର ଗୁରୁଗ୍ରାମ ଜିଲ୍ଲାରେ ଥିବା ‘ସହରୀ ଗାଁ’ ନୟାଗାଓଁ ‘ମିଲେନିୟମ୍ ସିଟି’ର ମଲ୍ ଏବଂ ଅଫିସଠାରୁ ସଂପୂର୍ଣ୍ଣ ଭିନ୍ନ । ଏହାର ବାସିନ୍ଦାମାନେ ମେ ୧୨ ତାରିଖରେ ଭୋଟ ଦେବା ପରେ ସେମାନଙ୍କର ଭିତ୍ତିଭୂମି ଠିକ୍ ହୋଇଯାଉ ବୋଲି ଚାହାନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Shalini Singh

ଶାଳିନୀ ସିଂହ ‘ପରୀ’ର ପ୍ରକାଶନୀ ସଂସ୍ଥା କାଉଣ୍ଟରମିଡିଆ ଟ୍ରଷ୍ଟର ଜଣେ ପ୍ରତିଷ୍ଠାତା ଟ୍ରଷ୍ଟି । ସେ ଦିଲ୍ଲୀର ଜଣେ ସାମ୍ବାଦିକା ଏବଂ ପରିବେଶ, ଲିଙ୍ଗଗତ ପ୍ରସଙ୍ଗ ଏବଂ ସଂସ୍କୃତି ସଂପର୍କରେ ଲେଖା ଲେଖନ୍ତି ଏବଂ ସେ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ୨୦୧୭- ୧୮ର ନୀମାନ୍‌ ଫେଲୋ ଫର୍‌ ଜର୍ଣ୍ଣାଲିଜ୍‌ମ ଥିଲେ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।