ନନ୍ଦୁରବରର-ପାର୍ବତୀୟ-କ୍ଷୁଦ୍ର-ପଲ୍ଲୀଗୁଡିକରେ-ଏକ-ଟିକା-ବହୁତ-ଦୂର

Nandubar, Maharashtra

May 01, 2021

ନନ୍ଦୁରବରର ପାର୍ବତୀୟ କ୍ଷୁଦ୍ର ପଲ୍ଲୀଗୁଡିକରେ: ଏକ ଟିକା ବହୁତ ଦୂର

ମହାରାଷ୍ଟ୍ରର ଧଡଗାଁ ଅଞ୍ଚଳରେ କ୍ଷୁଦ୍ର ପଲ୍ଲୀଗୁଡିକରେ ଆଦିବାସୀମାନଙ୍କ ପାଇଁ ଦୁର୍ଗମ ଏବଂ ଖର୍ଚ୍ଚ ଦୃଷ୍ଟିରୁ କୋଭିଡ ଟୀକା କେନ୍ଦ୍ର ସୁଦୂର ପରାହତ। ଗୁରୁତର ରୋଗରେ ପୀଡିତ ବୟସ୍କ ବ୍ୟକ୍ତିମାନେ ଏପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି।

Author

Jyoti

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।