ଧାରାବିର-ଭୀମ-ଉତ୍ସବ-ପାଳନ

Mumbai, Maharashtra

May 05, 2023

ଧାରାବିର ଭୀମ ଉତ୍ସବ ପାଳନ

ଧାରାବି, ମୁମ୍ବାଇରେ ଡକ୍ଟର ବି. ଆର୍. ଆମ୍ୱେଦକରଙ୍କର ଶ୍ରାଦ୍ଧ ବାର୍ଷିକୀ ଦିନ କିଛି ତାମିଲ୍ ବାସିନ୍ଦା ଏକତ୍ରିତ ହୋଇ ମହାନ୍ ନେତାଙ୍କର କାର୍ଯ୍ୟ ଏବଂ ଶିକ୍ଷା ବିଷୟରେ ସଚେତନତାର ପ୍ରଚାର ପ୍ରସାର କରି ଏହି ଦିନଟିକୁ ପାଳନ କରିଥିଲେ

Student Reporter

Ablaz Mohammed Schemnad

Editor

Riya Behl

Photo Editor

Binaifer Bharucha

Translator

OdishaLIVE

Want to republish this article? Please write to [email protected] with a cc to [email protected]

Student Reporter

Ablaz Mohammed Schemnad

ଆବ୍ଲାଜ୍ ମହମ୍ମଦ ସ୍କେନାଡ୍ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍, ହାଇଦ୍ରାବାଦରେ ଡେଭେଲପମେଣ୍ଟ ଷ୍ଟଡିଜର ଜଣେ ସ୍ନାତକୋତ୍ତର ଛାତ୍ର। ସେ ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆରେ ୨୦୨୨ରେ ଇଣ୍ଟର୍ନସିପ୍ କରୁଥିବା ସମୟରେ ଏହି ଷ୍ଟୋରୀ କଭର୍‌ କରିଥିଲେ।

Editor

Riya Behl

ରିୟା ବେହ୍‌ଲ ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ (PARI)ର ବରିଷ୍ଠ ସହକାରୀ ସଂପାଦକ । ଜଣେ ମଲ୍‌ଟିମିଡିଆ ସାମ୍ବାଦିକ ହିସାବରେ ସେ ଲିଙ୍ଗଗତ ଏବଂ ଶିକ୍ଷା ସମ୍ବନ୍ଧୀୟ ବିଷୟରେ ଲେଖାଲେଖି କରନ୍ତି । PARI ପାଇଁ ରିପୋର୍ଟଂ କରୁଥିବା ଛାତ୍ରଛାତ୍ରୀ ଏବଂ PARIର ଲେଖାକୁ ଶ୍ରେଣୀଗୃହରେ ପହଞ୍ଚାଇବା ଲକ୍ଷ୍ୟରେ ଶିକ୍ଷକମାନଙ୍କ ସହିତ ମଧ୍ୟ ରିୟା କାର୍ଯ୍ୟ କରନ୍ତି।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।