ଧରାବିରେ-୫୦ବର୍ଷରୁ-ଅଧିକ-ସମୟ-ରହିଆସିଛନ୍ତି

Mumbai, Maharashtra

Dec 17, 2021

ଧରାବିରେ ୫୦ବର୍ଷରୁ ଅଧିକ ସମୟ ରହିଆସିଛନ୍ତି

ମୁମ୍ବାଇର ଧରାବିରେ ଜୀବନର ପ୍ରାୟ ଅର୍ଦ୍ଧ-ଶତାବ୍ଦୀ ସମୟ ବିତାଇଥିବା ପୁଷ୍ପାବେଣୀ ଓ ବାସନ୍ତି, ଅତୀତର ସ୍ମୃତି ରୋମନ୍ଥନ କରି ସେମାନେ ସେଠାକୁ ନବବଧୂ ଭାବେ ଆସିଥିବା କଥା, ପଇସାରେ ତୋଳା ଯାଉଥିବା ଦୁନିଆ, ଏହି ଅସାଧାରଣ ଜନବସତିରେ ସନ୍ତୁଷ୍ଟି ଲାଭ ବିଷୟରେ କୁହନ୍ତି

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।