ଦହାନୁରୁ-ଦିଲ୍ଲୀ-ଅନେକ-ସଂଘର୍ଷ

Palghar, Maharashtra

Dec 17, 2018

ଦହାନୁରୁ ଦିଲ୍ଲୀ, ଅନେକ ସଂଘର୍ଷ

ପଲ୍‌ଘର୍ ଜିଲ୍ଲାର ୱାର୍ଲି ମହିଳା କୃଷକମାନେ ନଭେମ୍ବର ୨୯-୩୦ ତାରିଖରେ ଅନୁଷ୍ଠିତ ହେଉଥିବା କୃଷକ ଶୋଭାଯାତ୍ରାରେ ଯୋଗଦେବା ପାଇଁ ୩ଟି ଟ୍ରେନ୍ ବଦଳାଇ ଦିଲ୍ଲୀରେ ପହଞ୍ଚିଥିଲେ । ଜନଗହଳିପୂର୍ଣ୍ଣ କମ୍ପାର୍ଟମେଣ୍ଟ ଗୁଡ଼ିକରେ ସେମାନଙ୍କର ପ୍ରତିବାଦର ଗୀତ ଏହି ଦୀର୍ଘ ଯାତ୍ରାକୁ ହାଲ୍‌କା କରିଦେଉଥିଲା ।

Want to republish this article? Please write to [email protected] with a cc to [email protected]

Author

Himanshu Chutia Saikia

ହିମାଂଶୁ କୁଟିଆ ସାଇକିଆ ଜଣେ ସ୍ୱାଧୀନ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା, ସଙ୍ଗୀତ ନିର୍ଦ୍ଦେଶକ, ଫଟୋଗ୍ରାଫର୍ ଏବଂ ଛାତ୍ର ନେତା। ସେ ଆସାମର ଜୋରହାଟର ବାସିନ୍ଦା। ସେ ମଧ୍ୟ ୨୦୨୧ ପରୀ ଫେଲୋ।

Author

Siddharth Adelkar

ଲେଖକ ପରିଚୟ: ସିଦ୍ଧାର୍ଥ ଆଦେଲକର ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ୍‍ ଇଣ୍ଡିଆର ଟେକ୍‌ ଏଡିଟର

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।