ଦଶାବତାର-ନାଟକର-ଏକ-ଆକର୍ଷଣୀୟ-ରାତି

Sindhudurg, Maharashtra

May 31, 2019

ଦଶାବତାର ନାଟକର ଏକ ଆକର୍ଷଣୀୟ ରାତି

ଦଶାବତାର ନାଟକ- ଦକ୍ଷିଣ ମହାରାଷ୍ଟ୍ର ଓ ଉତ୍ତର ଗୋଆର ଏହା ଏକ ଅନେକ ଶତାବ୍ଦୀର ପରୁଣା ନାଟକ- ଅନେକ ଘଣ୍ଟା ଧରି ପରିବେଷିତ ହୋଇଥାଏ। କେବଳ ପୁରୁଷମାନେ ଅଭିନୟ କରନ୍ତି, ଅଧିକାଂଶ କୃଷକ ଓ ଶ୍ରମିକ ଶ୍ରେଣୀର, ଦର୍ଶକ ଶେଷ ପର୍ଯ୍ୟନ୍ତ ଉପଭୋଗ କରନ୍ତି।

Want to republish this article? Please write to [email protected] with a cc to [email protected]

Author

Indrajit Khambe

Indrajit Khambe lives in Kankavli, in Sindhudurg district, Maharashtra. He turned to photography in 2012 after practising experimental theatre for 10 years and running a computer repair shop.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।