ଦରିବାରେ-ସେମାନଙ୍କୁ-ଡାହାଣୀ-ସଜାଅ-ଜମି-ଲୁଟ

Bhilwara, Rajasthan

Apr 06, 2020

ଦରିବାରେ: ସେମାନଙ୍କୁ ଡାହାଣୀ ସଜାଅ, ଜମି ଲୁଟ

‘ଦୟାନ୍’ ଛାପ ଲାଗିଥିବା ଭିଲୱାଡ଼ା ଜିଲ୍ଲାର ଭୋଲି ଦେବୀ ଦୀର୍ଘ ୧୫ ବର୍ଷ ଧରି ଏହି ସାମାଜିକ କଳଙ୍କ ବିରୋଧରେ ସଂଘର୍ଷ କରୁଛନ୍ତି। ରାଜସ୍ଥାନର ଅନେକ ମହିଳାଙ୍କୁ ଏହି ନିର୍ଯାତନା ଏକାକୀ କରି ଦେଇଛି ଆଉ ଦାରିଦ୍ର୍ୟ ଭିତରକୁ ଠେଲି ଦେଇଛି। ଆଉ ସେମାନଙ୍କ ସଂପତ୍ତି ହଡପ୍ କରିବାର ଏହା ଏକ ଚାଲ୍।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Madhav Sharma

ଜୟପୁର ଅଞ୍ଚଳର ମାଧବ ଶର୍ମା ଜଣେ ସ୍ୱାଧୀନ ସାମ୍ବାଦିକ। ସେ ସାମାଜିକ, ପରିବେଶିକ ଓ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଲେଖନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।