ଦଇବ-ନୃତ୍ୟ-ଓ-ଦୈବି-ହସ୍ତକ୍ଷେପ

Dakshina Kannada, Karnataka

Sep 02, 2020

ଦଇବ, ନୃତ୍ୟ ଓ ଦୈବି ହସ୍ତକ୍ଷେପ

କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଓ ଉଡୁପି ଜିଲ୍ଲାରେ ପ୍ରଚଳିତ ଶତାବ୍ଦୀ ପୁରୂଣା ଏହି ବିଧାନରେ ରୂପଧାରୀମାନେ ଦଳିତ ସମ୍ପ୍ରଦାୟର ଉପେକ୍ଷିତ ନାୟକମାନଙ୍କ ବିଷୟରେ କୁହନ୍ତି। ବିଭିନ୍ନ ବିବାଦର ସମାଧାନ କରନ୍ତି ଓ ସେମାନଙ୍କ ଦୁଃଖ ମୋଚନ କରନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Nidhi Shetty

ନିଧି ସେଟ୍ଟି ମୁମ୍ବାଇରେ ଗଣମାଧ୍ୟମରେ କାମ କରନ୍ତି । ସେ ଲଣ୍ଡନ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସ ଓ ପଲିଟିକାଲ୍‌ ସାଇନ୍ସରୁ ମିଡିଆ ଓ କମ୍ୟୁନିକେସନ୍‌ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।