ଥୁଥୁକୁଡ଼ି-ନିର୍ବାଚନରେ-ରାଫେଲ୍‌-ଉପରେ-ଷ୍ଟେର୍‌ଲାଇଟ୍‌ର-ପ୍ରାଧାନ୍ୟ

Thoothukudi, Tamil Nadu

May 22, 2019

ଥୁଥୁକୁଡ଼ି ନିର୍ବାଚନରେ ରାଫେଲ୍‌ ଉପରେ ଷ୍ଟେର୍‌ଲାଇଟ୍‌ର ପ୍ରାଧାନ୍ୟ

ତାମିଲନାଡୁର କୁମାରେଡ୍ଡିୟାପୁରମ୍‌ ଗାଁରେ-ଏପ୍ରିଲ୍‌ ୧୮ରେ ଏଠାରେ ଭୋଟ୍‌ ଗ୍ରହଣ–୨୦୧୮ମେ ମାସ ୨୨ ତାରିଖ ଦିନ ଷ୍ଟେର୍‌ଲାଇଟ୍‌ କପର୍‌ ପ୍ଲାଣ୍ଟ୍‌କୁ ବିରୋଧ କରୁଥିବା ୧୪ ଜଣ ଆନ୍ଦୋଳନକାରୀ ପୋଲିସ ଗୁଳିରେ ପ୍ରାଣ ହରାଇବା ଘଟଣାର ସ୍ମୃତି ଏବେ ବି ଭୋଟଦାତାଙ୍କ ମନରେ ପ୍ରାଧାନ୍ୟ ବିସ୍ତାର କରେ ।

Want to republish this article? Please write to [email protected] with a cc to [email protected]

Author

Kavitha Muralidharan

କବିତା ମୁରଲୀଧରନ୍ ହେଉଛନ୍ତି ଚେନ୍ନାଇସ୍ଥିତ ଜଣେ ମୁକ୍ତବୃତ୍ତି ସାମ୍ବାଦିକା ଏବଂ ଅନୁବାଦିକା । ସେ ପୂର୍ବରୁ ‘ଇଣ୍ଡିଆ ଟୁଡେ’ (ତାମିଲ)ର ଜଣେ ସଂପାଦିକା ଥିଲେ ଏବଂ ତା’ ପୂର୍ବରୁ ‘ଦ ହିନ୍ଦୁ’(ତାମିଲ)ର ରିପୋର୍ଟିଂ ବିଭାଗର ମୁଖ୍ୟ ଥିଲେ । ସେ ଜଣେ ପରୀ ସ୍ୱେଚ୍ଛାସେବୀ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।