ତେଲେଙ୍ଗାନା-ତାଲାବନ୍ଦ-କାନ୍ଥରେ-ଆଉ-ଏକ-ଇଟା

Sangareddy, Telangana

Aug 03, 2020

ତେଲେଙ୍ଗାନା ତାଲାବନ୍ଦ କାନ୍ଥରେ ଆଉ ଏକ ଇଟା

ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରେ କୁନି ତମାଳିଆ ଓ ଅନ୍ୟ ଇଟାଭାଟି ଶ୍ରମିକମାନେ ସେମାନଙ୍କ କଷ୍ଟସାଧ୍ୟ କାମ ତାଲାବନ୍ଦ ସମୟରେ ମଧ୍ୟ ଜାରି ରଖିଛନ୍ତି । ପିଲାମାନଙ୍କ ଯତ୍ନ ନେବା ସହିତ କୋଭିଡ୍‌ ନେଇ ମନରେ ଅନେକ ଭୟ ରହିଥିବାରୁ ସେମାନେ ଓଡିଶାକୁ ପଡିଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଚଢିବାକୁ ଆତୁରତା ସହିତ ଚାହିଁ ରହିଛନ୍ତି

Want to republish this article? Please write to [email protected] with a cc to [email protected]

Author

Varsha Bhargavi

ବର୍ଷା ଭାର୍ଗବୀ ହେଉଛନ୍ତି ତେଲେଙ୍ଗାନାରେ ରହୁଥିବା ଜଣେ ଶ୍ରମିକ ଓ ପିଲାଙ୍କ ଅଧିକାର ପାଇଁ ଲଢୁଥିବା ସାମାଜିକ କର୍ମୀ ଓ ଲିଙ୍ଗଗତ ସଚେତନତା ପ୍ରଶିକ୍ଷକ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।