ତୁମ-ଯନ୍ତା-ବନ୍ଦ-କର

Godda, Jharkhand

May 24, 2022

ତୁମ ଯନ୍ତା ବନ୍ଦ କର!

ଝାଡ଼ଖଣ୍ଡର ଘାଘରୀ ଗାଁର ଲେଟା ପାହାଡ଼ିଆ ମୂଷା ଧରିବାକୁ ହାତ ତିଆରି ଯନ୍ତା ବ୍ୟବହାର କରିଥାନ୍ତି। ସେମାନେ ମୁଖ୍ୟତଃ ଧନୁ ତୀର, ଜାଲ, ବାଉଁଶରେ ତିଆରି ଯନ୍ତାରେ ମୂଷା ଧରନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Anupam Paul

ଡ.ଅନୁପମ ପଲ୍ ହେଉଛନ୍ତି ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ଫୁଲିଆ ସ୍ଥିତ ସରକାରୀ କୃଷି ତାଲିମ ସଂସ୍ଥାର ଉପନିର୍ଦ୍ଦେଶକ। ସେ ଜଣେ ଭାବୁକ ଲୋକ ଧାନ ସଂରକ୍ଷକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।