ତିକ୍ତ-ଅମଳ---ଯେଉଁଠି-ମାଠିଆଏ-ପାଣି-ପାଇଁ-ଗାଁ-ଲୋକ-ଘଣ୍ଟାଘଣ୍ଟା-ଖୋଳନ୍ତି

Jalna, Maharashtra

Mar 09, 2020

ତିକ୍ତ ଅମଳ - ଯେଉଁଠି ମାଠିଆଏ ପାଣି ପାଇଁ ଗାଁ ଲୋକ ଘଣ୍ଟାଘଣ୍ଟା ଖୋଳନ୍ତି

ମାଠିଆଏ ପାଣି ପାଇଁ ନଦୀ ଶଯ୍ୟାରେ ଘଣ୍ଟା ଘଣ୍ଟା ଖୋଳିବା। ଆଉ ମାତ୍ର କେଇ ଲିଟର ପାଣି ପାଇଁ ସେମାନେ ଆଉ ଯାହା ବି କରିପାରିବେ। ଟ୍ୟାଙ୍କର ଅର୍ଥନୀତି ଏବେ କାର୍ଯ୍ୟକାରିତାର ପଛରେ ରହିଯାଇଛି।

Want to republish this article? Please write to [email protected] with a cc to [email protected]

Author

Priyanka Kakodkar

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।