ତାଲାବନ୍ଦ-ପାଇଁ-ତେହତ୍ତାରେ-ବସୁଛି-ଅସ୍ଥାୟୀ-ବଜାର

Nadia, West Bengal

Jul 09, 2020

ତାଲାବନ୍ଦ ପାଇଁ ତେହତ୍ତାରେ ବସୁଛି ଅସ୍ଥାୟୀ ବଜାର

‘ହଟ୍‌ସ୍ପଟ୍‌’ ଅଞ୍ଚଳଗୁଡିକରେ ତାଲାବନ୍ଦ ଯୋଗୁଁ ସେଠାର ଲୋକମାନେ ଚଳିବା ପାଇଁ ଯେଉଁ ବଜାରଗୁଡିକ ଉପରେ ନିର୍ଭର କରୁଥିଲେ ସେସବୁ ବନ୍ଦ ହୋଇଯାଇଥିଲେ ମଧ୍ୟ ଲୋକମାନେ ଏହି ପରିସ୍ଥିତି ସହିତ ଅଭ୍ୟସ୍ତ ହୋଇଗଲେଣି । ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ବିକାଳିମାନେ ଅସ୍ଥାୟୀ ବଜାର କରି ପନିପରିବା ଓ ଅନ୍ୟ ତାଜା ଉତ୍ପାଦଗୁଡିକ ବିକ୍ରି କରୁଛନ୍ତି ।

Want to republish this article? Please write to [email protected] with a cc to [email protected]

Author

Soumyabrata Roy

ସୌମ୍ୟବ୍ରତ ରାୟ ହେଉଛନ୍ତି ପଶ୍ଚିମବଙ୍ଗର ତେହତ୍ତାରେ କାମ କରୁଥିବା ଜଣେ ସ୍ୱାଧୀନ ଫଟୋସାମ୍ବାଦିକ । ସେ (କୋଲ୍‌କାତା ବିଶ୍ୱବିଦ୍ୟାଳୟ) ଅଧୀନରେ ବେଲୁର୍‌ ମଠ ସ୍ଥିତ ରାମକ୍ରିଷ୍ଣ ମିସନ୍‌ ବିଦ୍ୟାମନ୍ଦିରରେ ଡିପ୍ଲୋମା ଇନ୍‌ ଫଟୋଗ୍ରାଫି କରିଛନ୍ତି (୨୦୧୯)।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।