ତମାସାର-ବନ୍ଧନରୁ-ମୁଁ-ମୁକ୍ତି-ଚାହେଁନି

Satara, Maharashtra

Jun 22, 2018

“ତମାସାର ବନ୍ଧନରୁ ମୁଁ ମୁକ୍ତି ଚାହେଁନି’’

ଗ୍ରାମୀଣ ମହାରାଷ୍ଟ୍ରରେ ତମାସା ଖୁବ୍ ଲୋକପ୍ରିୟ। କୃଷିଶ୍ରମିକ ଅପେକ୍ଷା ତମସା ସହ ସଂଯୁକ୍ତ ହେବା ଅଧିକ ସ୍ଥିର ତଥା ନିରାପଦ ଜୀବିକା ବୋଲି ଅନେକେ ବିଚାର କରନ୍ତି। ଅବଶ୍ୟ ଏଥିରେ ଲାଭ କମ୍ ଓ କାର୍ଯ୍ୟ ନିର୍ଘଣ୍ଟ ଅସ୍ଵସ୍ତିକର। ରାଜ୍ୟର ଅନ୍ୟତମ ବୃହତ୍ ତମାସା ଦଳ ମଙ୍ଗଳା ବାନସୋଦେଙ୍କ ଦ୍ୱାରା ପରିଚାଳିତ। ସେ ଗତକାଲି, ଅକ୍ଟୋବର ୯ରେ ସୃଜନଶୀଳ କଳା ଶ୍ରେଣୀରେ ଜାତୀୟ ପୁରସ୍କାର ଲାଭ କରିଥିଲେ।

Want to republish this article? Please write to [email protected] with a cc to [email protected]

Author

Shatakshi Gawade and Vinaya Kurtkoti

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।