ତନୁବାଈ-ଗୋଭିଲକର-ଜାମ୍ଭାଲିର-ଶେଷ-ୱାକଲ-କାରିଗର

Kolhapur district, Maharashtra

May 03, 2022

ତନୁବାଈ ଗୋଭିଲକର: ଜାମ୍ଭାଲିର ଶେଷ ୱାକଲ କାରିଗର

ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲାର ତନୁବାଈ ଗୋଭିଲକର ହାତରେ ରେଜେଇ ତିଆରି କରିବାର କଠିନ ଓ ନିଖୁଣ କାମରେ ପାରଙ୍ଗମ ହାସଲ କରିଛନ୍ତି । ସେ ନିଜ ଜୀବନର ୬ ଦଶନ୍ଧିରୁ ଅଧିକ ସମୟ ଏହି କାମରେ ବିତାଇ ଦେଇଛନ୍ତି । ଶରୀର ଅସୁସ୍ଥ ହୋଇପଡ଼ିଥିଲେ ମଧ୍ୟ ସେ ଏହି ଲୁପ୍ତପ୍ରାୟ ପାରମ୍ପରିକ ଦକ୍ଷତାକୁ ବର୍ତ୍ତମାନ ସୁଦ୍ଧା ଜୀବିତ ରଖିଛନ୍ତି

Photo Editor

Binaifer Bharucha

Translator

OdishaLIVE

Reporter

Sanket Jain

Want to republish this article? Please write to [email protected] with a cc to [email protected]

Reporter

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Editor

Sangeeta Menon

ସଙ୍ଗୀତା ମେନନ ମୁମ୍ବାଇରେ ଅବସ୍ଥାପିତ ଜଣେ ଲେଖିକା, ସମ୍ପାଦିକା ଓ ସଞ୍ଚାର ପରାମର୍ଶଦାତା।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।