ଡ୍ରାଇଭର-ଅବଦୁଲ-ରେହମାନଙ୍କ-ଜୀବନର-ଗାଡ଼ି-ଏବେ-ଭୁଲ୍-ଲେନରେ

Mumbai Suburban, Maharashtra

Mar 21, 2022

ଡ୍ରାଇଭର ଅବଦୁଲ ରେହମାନଙ୍କ ଜୀବନର ଗାଡ଼ି ଏବେ ଭୁଲ୍ ଲେନରେ

ବହୁ ଦଶନ୍ଧି ଧରି ମୁମ୍ବାଇ ଓ ବିଦେଶରେ ଟ୍ୟାକ୍ସି ଏବଂ ବୁଲଡୋଜର ଚଳାଉଥିବା ସହରର ଜଣେ ଟ୍ୟାକ୍ସି ଡ୍ରାଇଭର ଏବେ ଅସୁସ୍ଥତା କାରଣରୁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ବାରମ୍ବାର ଡାକ୍ତରଖାନାକୁ ଯିବା ଏବଂ ଖର୍ଚ୍ଚାନ୍ତ ହେବା ସମସ୍ୟା ସହ ସେ ଓ ତାଙ୍କ ପରିବାର ସଂଘର୍ଷ କରୁଛନ୍ତି, ଏମିତି ଆଶା ଓ ଆଶଙ୍କା ମଧ୍ୟରେ ସେମାନଙ୍କର ଜୀବନ କଟୁଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।