ଡୋଙ୍ଗରପଦାର-ପ୍ରବାସୀ-ମତ୍ସ୍ୟଜୀବୀମାନେ

Mumbai, Maharashtra

Sep 20, 2019

ଡୋଙ୍ଗରପଦାର ପ୍ରବାସୀ ମତ୍ସ୍ୟଜୀବୀମାନେ

ଉତ୍ତର ମୁମ୍ବାଇର ମଧ୍ରେ ଅବସ୍ଥିତ ଏକ ଛୋଟ ଧୀବର ପଲ୍ଲୀରେ ରହୁଥିବା କୋଲି ପରିବାରଗୁଡିକ ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟର ବିଭିନ୍ନ ଗ୍ରାମରୁ ବିଭିନ୍ନ କାର୍ଯ୍ୟ ପାଇଁ ଆସିଥିବା ଲୋକମାନଙ୍କୁ ଶ୍ରମିକ ଭାବେ ନିଯୁକ୍ତ କରିଥାନ୍ତି – ଜାଲରେ ପଡିଥିବା ମାଛଗୁଡିକୁ କୂଳକୁ ଆଣିବା, ମାଛଗୁଡିକୁ ବାଛି ଅଲଗା ଅଲଗା କରିବା, ସେଗୁଡିକୁ ଶୁଖେଇବା ଓ ଜାଲଗୁଡିକର ମରାମତି କରିବା ପାଇଁ ।

Want to republish this article? Please write to [email protected] with a cc to [email protected]

Author

Shreya Katyayini

ଶ୍ରେୟା କାତ୍ୟାୟିନୀ ହେଉଛନ୍ତି ଜଣେ ଚଳଚ୍ଚିତ୍ର ନିର୍ମାତା ଓ ‘ପରୀ’ର ବରିଷ୍ଠ ଭିଡିଓ ସମ୍ପାଦକ। ସେ ମଧ୍ୟ ‘ପରୀ’ ପାଇଁ ଅଙ୍କନ କରନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।