ଡଲି-ଏବଂ-ତାଙ୍କ-ଗଧର-ପାଣି-ବୁହା

Udaipur, Rajasthan

Dec 09, 2019

ଡଲି ଏବଂ ତାଙ୍କ ଗଧର ପାଣି ବୁହା

ପ୍ରତିଦିନ ରାଜସ୍ଥାନର ଜଳକ୍ଳିଷ୍ଟ ଉଦୟପୁର ଜିଲ୍ଲାର ଜଣେ ଆଦିବାସୀ ଦିନମଜୁରିଆ ଡଲି ବାଦା ନିଜ ପରିବାର ପାଇଁ ପାଣି ଆଣିବାକୁ ତାଙ୍କ ଗଧ ସହ ଖୁବ୍‌ କଷ୍ଟରେ ପାହାଡ଼ରୁ ତଳକୁ ଓହ୍ଲାନ୍ତି ଏବଂ ଉପରକୁ ଚଢ଼ନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sramana Sabnam

ଶ୍ରମନା ସବନମ ନୂଆଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସଲାମିଆର ଜେଣ୍ଡର ଷ୍ଟଡିଜ୍‌ର ଜଣେ ଉପାଧ୍ୟୁତ୍ତର ଛାତ୍ରୀ, ସେ ପଶ୍ଚିମବଙ୍ଗର ବର୍ଦ୍ଧମାନ ସହରର ବାସିନ୍ଦା ଏବଂ ସେ କାହାଣୀ ସନ୍ଧାନରେ ଭ୍ରମଣ କରିବାକୁ ପସନ୍ଦ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।