ଟେବୁଲ-ଉପରେ-ଭୋକ-ସହରରେ-ତାଲା-ବନ୍ଦ

Pune, Maharashtra

May 18, 2020

ଟେବୁଲ ଉପରେ ଭୋକ, ସହରରେ ତାଲା ବନ୍ଦ

ପୁଣେର କୋଥରୁଡ଼ ଅଞ୍ଚଳରେ ବସବାସ କରୁଥିବା ଘରୋଇ କର୍ମୀ ଏବଂ ପୌର କର୍ମଚାରୀଙ୍କ ମଧ୍ୟରୁ ଅନେକ ବାହାର ରାଜ୍ୟର ଏବଂ କୋଭିଡ୍‌-୧୯ ତାଲାବନ୍ଦ ସମୟରେ ସେମାନଙ୍କୁ ମାଗଣାରେ ଖାଉଟି ସାମଗ୍ରୀ ଯୋଗାଣର କେବଳ ପ୍ରତିଶ୍ରୁତି ଯାହା ମିଳିଥିଲା, ଖାଦ୍ୟ ପହଞ୍ଚିଲା ନାହିଁ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jitendra Maid

ଜିତେନ୍ଦ୍ର ମୈଦ ଜଣେ ମୁକ୍ତ ବୃତ୍ତିର ସାମ୍ବାଦିକ ଯିଏକି ମୌଖିକ ପରମ୍ପରା ଉପରେ ଅଧ୍ୟୟନ କରିଥାନ୍ତି। ସେ କିଛି ବର୍ଷ ପୂର୍ବେ ପୁଣେସ୍ଥିତ ସେଣ୍ଟର ଫର କୋଅପରେଟିଭ ରିସର୍ଚ୍ଚ ଇନ ସୋସିଆଲ ସାଇନ୍ସେସରେ ଗଏ ପୋଏଟିଭିନ ଓ ହେମା ରାଇରକରଙ୍କ ସହିତ ଜଣେ ରିସର୍ଚ୍ଚ କୋଅର୍ଡିନେଟର ଭାବେ କାର୍ଯ୍ୟ କରିଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।