ଟିକ୍ରି-ଚାଷୀଙ୍କ-ଗର୍ବ-ଓ-ଦୃଢ-ପ୍ରତିଜ୍ଞା-ସହିତ-ଘର-ବାହୁଡା

Dec 13, 2021

ଟିକ୍ରି ଚାଷୀଙ୍କ ଗର୍ବ ଓ ଦୃଢ ପ୍ରତିଜ୍ଞା ସହିତ ଘର ବାହୁଡା

ଡିସେମ୍ବର ୧୧ରେ, ଟିକ୍ରି ଆନ୍ଦୋଳନ ସ୍ଥଳରେ ଚାଷୀମାନେ ତମ୍ବୁ ଉଠାଇଲେ, ସେମାନଙ୍କ ଜିନିଷଗୁଡିକ ପ୍ୟାକ୍‌ କଲେ ଓ ନିଜ ନିଜ ଗ୍ରାମକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କଲେ – ଆନନ୍ଦିତ, ବିଜୟୀ, ଏଠାରେ ଥିବା ସେମାନଙ୍କର ‘ଘର’କୁ ଛାଡ଼ିଯିବାର ଦୁଃଖ ଓ ସଂଘର୍ଷ ଜାରି ରଖିବାର ଦୃଢ଼ ନିଶ୍ଚୟ ସହିତ

Photographs

Naveen Macro

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanskriti Talwar

ସଂସ୍କୃତି ତଲୱାର ଦିଲ୍ଲୀରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକା ଏବଂ ୨୦୨୩ର ଜଣେ ପରୀ ଏମଏମଏଫ ଫେଲୋ।

Photographs

Naveen Macro

ନବୀନ ମାକ୍ରୋ ଦିଲ୍ଲୀରେ ରହୁଥିବା ଜଣେ ନିରପେକ୍ଷ ଫଟୋ ସାମ୍ବାଦିକ ଏବଂ ପ୍ରମାଣିକ ଚଳଚ୍ଚିତ୍ର ନିର୍ମାତା ଓ ୨୦୨୩ର ଜଣେ ପରୀ ଏମଏମଏଫ ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।