ଟିକ୍ରି-କୃଷକମାନେ-ଏହିସବୁ-ସାରା-ଜୀବନ-ପାଇଁ-ମନେରଖିବେ

West Delhi, National Capital Territory of Delhi

Nov 24, 2021

ଟିକ୍ରି କୃଷକମାନେ: ‘ଏହିସବୁ ସାରା ଜୀବନ ପାଇଁ ମନେରଖିବେ’

ପଶ୍ଚିମ ଦିଲ୍ଲୀର ଟିକ୍ରିରେ ଥିବା କୃଷକଙ୍କ ବିକ୍ଷୋଭ ସ୍ଥଳରେ ଅନେକ କୃଷି ଆଇନ ରଦ୍ଦ ହେବାର ଖବରକୁ ନେଇ ସାବଧାନ ଅଛନ୍ତି - ଏବଂ ସେମାନଙ୍କର ବଳିଦାନ ଏବଂ ଭବିଷ୍ୟତର ଅନିଶ୍ଚିତ ଚଲାପଥ ବିଷୟରେ ଆଲୋଚନା କରୁଛନ୍ତି

Want to republish this article? Please write to [email protected] with a cc to [email protected]

Author

Sanskriti Talwar

ସଂସ୍କୃତି ତଲୱାର ଦିଲ୍ଲୀରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକା ଏବଂ ୨୦୨୩ର ଜଣେ ପରୀ ଏମଏମଏଫ ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।