ଟସର-କ୍ଷୟ-ହେଉଥିବା-ରେଶମ-କୋଷା

Banka, Bihar

Nov 18, 2019

ଟସର: କ୍ଷୟ ହେଉଥିବା ରେଶମ କୋଷା

ବିହାରର ବାଙ୍କା ଜିଲ୍ଲାର ପୁରାତନ ବୟନ କୌଶଳ ନିମ୍ନ ଲାଭ, ରାଜ୍ୟର ଦୁର୍ବଳ ସହଯୋଗ ଏବଂ ଶସ୍ତା ସାମଗ୍ରୀ ଆମଦାନୀ ଯୋଗୁଁ ଅଦୃଶ୍ୟ ହେବାରେ ଲାଗିଛି । କେବଳ କାଟୋରିଆ ଗ୍ରାମର ଅଳ୍ପ କେଇଟି ପରିବାର ଏ ପର୍ଯ୍ୟନ୍ତ ବୁଣୁଛନ୍ତି । ଏହି ଚଳଚ୍ଚିତ୍ରଟି ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ପ୍ରଦର୍ଶିତ କରିଛି

Want to republish this article? Please write to [email protected] with a cc to [email protected]

Author

Shreya Katyayini

ଶ୍ରେୟା କାତ୍ୟାୟିନୀ ହେଉଛନ୍ତି ଜଣେ ଚଳଚ୍ଚିତ୍ର ନିର୍ମାତା ଓ ‘ପରୀ’ର ବରିଷ୍ଠ ଭିଡିଓ ସମ୍ପାଦକ। ସେ ମଧ୍ୟ ‘ପରୀ’ ପାଇଁ ଅଙ୍କନ କରନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।