ଝାଡଖଣ୍ଡର-ପାଲାମୁରେ-ମଧ୍ୟ-ଅନେକ-ଜମି-ଦଖଲ

Palamu, Jharkhand

Oct 23, 2020

ଝାଡଖଣ୍ଡର ପାଲାମୁରେ ମଧ୍ୟ ଅନେକ ଜମି ଦଖଲ

ତାଲାବନ୍ଦ ଯୋଗୁଁ ଇଟାଭାଟି କାମ ସଙ୍କୁଚିତ ହେବା ଦ୍ୱାରା, ରାସନ ଖାଦ୍ୟ ସାମଗ୍ରୀ କମିଯିବା ଏବଂ ୠଣଭାର ବୃଦ୍ଧି, "ବାତିୟା" ଚୁକ୍ତିରେ ଚାଷ କରିଥିବା ଦୁଇ ଏକର ଜମିର ଆଗାମୀ ଫସଲ ନେଇ ତୀରା ଏବଂ ଅନୀତା ଭୂୟା ହତୋତ୍ସାହ ହୋଇ ପଡିଛନ୍ତି

Want to republish this article? Please write to [email protected] with a cc to [email protected]

Author

Ujwala P.

ଉଜ୍ୱଳା ପି. ବାଙ୍ଗାଲୋରରେ ଅବସ୍ଥିତ ଜଣେ ଫ୍ରିଲାନ୍ସ (ସ୍ୱଛନ୍ଦ) ସାମ୍ବାଦିକ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ମାସ କମ୍ୟୁନିକେସନ ନୂଆ-ଦିଲ୍ଲୀର ଜଣେ ସ୍ନାତକ (୨୦୧୮ - ୨୦୧୯) ।

Author

Ashwini Kumar Shukla

ଅଶ୍ୱିନୀ କୁମାର ଶୁକ୍ଳା ଝାଡ଼ଖଣ୍ଡରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ସେ ନୂଆଦିଲ୍ଲୀର ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନ (୨୦୧୮-୧୯)ରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି। ସେ ୨୦୨୩ର ପରୀ ଏମଏମ୍ଏଫ୍ ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।