ଜୟପୁରର-ଖେଳନା-ନିର୍ମାତା-ନଡ଼ା-ଛପର-ତଳେ-ଫସି-ଯାଇଛନ୍ତି

Jaipur, Rajasthan

Jul 18, 2021

ଜୟପୁରର ଖେଳନା ନିର୍ମାତା : ନଡ଼ା ଛପର ତଳେ ଫସି ଯାଇଛନ୍ତି

ଜୁଆରା ରାମ ଓ ଅନ୍ୟମାନେ, ଜୟପୁର ଫୁଟପାଥ୍‌ରେ ରହୁଛନ୍ତି, ସେମାନେ ଏକଦା କାଠ କଣ୍ଢେଇ ନିର୍ମାତା ଥିଲେ, ଅଧିକ ଆୟ ପାଇଁ ସେମାନେ ନଡ଼ାରେ ତିଆରି ଖେଳନା ତିଆରି କଲେ, କିନ୍ତୁ ତାହା ମଧ୍ୟ ପର୍ଯ୍ୟଟନ ବନ୍ଦ ହୋଇଯିବା, ଦରଦାମ ବୃଦ୍ଧି ପାଇବା ଓ ବିକ୍ରି କମିଯିବା କାରଣରୁ ଗୁରୁତର ଭାବେ ପ୍ରଭାବିତ ହୋଇଛି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Madhav Sharma

ଜୟପୁର ଅଞ୍ଚଳର ମାଧବ ଶର୍ମା ଜଣେ ସ୍ୱାଧୀନ ସାମ୍ବାଦିକ। ସେ ସାମାଜିକ, ପରିବେଶିକ ଓ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଲେଖନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।