ଜାଳେଣୀକାଠ-ଏକ୍ସପ୍ରେସରେ-ଯାତ୍ରା

Chitrakoot, Uttar Pradesh

Nov 23, 2018

ଜାଳେଣୀକାଠ ଏକ୍ସପ୍ରେସରେ ଯାତ୍ରା

ଜୀବିକାର୍ଜ୍ଜନର ଅନ୍ୟ କିଛି ବିକଳ୍ପ ନଥିବାରୁ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ସୀମାନ୍ତବର୍ତ୍ତୀ ଗାଁରେ ରହୁଥିବା ଆଦିବାସୀ ଓ ଦଳିତମାନେ ଟ୍ରେନ୍ ଧରି ବିଭିନ୍ନ ସହରକୁ ଜାଳେଣୀକାଠ ବିକ୍ରି କରିବାକୁ ଯାଇଥାନ୍ତି । ସାରାଦିନର କଠିନ ପରିଶ୍ରମ ପରେ ସେମାନେ ମାତ୍ର କେଇ ଶହ ଟଙ୍କା ରୋଜଗାର କରନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Akshay Gupta

Akshay Gupta is a freelance photojournalist from Chitrakoot Dham (Karwi), now based in Delhi.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।