ଜାତୀୟ-ରାଜପଥ-ସହ-ଯୁଦ୍ଧ-କରୁଥିବା-ପାଲଘରର-ଏକ-ଗାଁ

Palghar, Maharashtra

Mar 16, 2022

ଜାତୀୟ ରାଜପଥ ସହ ଯୁଦ୍ଧ କରୁଥିବା ପାଲଘରର ଏକ ଗାଁ

ମୁମ୍ବାଇ-ଭଦୋଦରା ଏକ୍ସପ୍ରେସ ୱେ ପାଇଁ ନିମ୍ବାୱଲିର ୱର୍ଲି ଆଦିବାସୀଙ୍କଠାରୁ ଛଳନାପୂର୍ବକ ଜମି ଓ ଘର ଛଡ଼ାଇ ନିଆଗଲା, କିନ୍ତୁ ଗାଁର ଛାତି ଚିରି ଯାଇଥିବା ପ୍ରକଳ୍ପ ପାଇଁ ଲୋକମାନଙ୍କୁ ଯଥେଷ୍ଟ କ୍ଷତିପୂରଣ ମିଳିଲା ନାହିଁ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Mamta Pared

ମମତା ପାରେଦ ( ୧୯୯୮-୨୦୨୨) ଜଣେ ସାମ୍ବାଦିକ ତଥା ୨୦୧୮ ପାଇଁ ପରୀର ଇଣ୍ଟର୍ନ ଥିଲେ। ସେ ଆବାସାହେବ ଗରୋବାରେ ମହାବିଦ୍ୟାଳୟ, ପୁନେରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ସେ ଆଦିବାସୀ ଜନଜୀବନ ବିଶେଷକରି ୱାର୍ଲି ସମ୍ପ୍ରଦାୟ ସେମାନଙ୍କ ଜୀବିକା ଓ ସଂଘର୍ଷ ବିଷୟରେ ରିପୋର୍ଟ ପ୍ରସ୍ତୁତ କରିଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।