ଜଳଭଣ୍ଡାର-ପାଇଁ-ବାସହରାଙ୍କୁ-ଘରର-ପ୍ରତିଶ୍ରୁତି-ମିଳିଛି-ଘର-ମିଳିନି

West Godavari , Andhra Pradesh

Oct 31, 2018

ଜଳଭଣ୍ଡାର ପାଇଁ ବାସହରାଙ୍କୁ ଘରର ପ୍ରତିଶ୍ରୁତି ମିଳିଛି ଘର ମିଳିନି

ପୋଲାଭରମ୍ ପ୍ରକଳ୍ପ ପାଇଁ ଦୁଇବର୍ଷ ହେବ ପିଡିପକା ଗ୍ରାମ ଛାଡ଼ିଥିବା ୬ଟି ଦଳିତ ପରିବାର ଏପର୍ଯ୍ୟନ୍ତ ଘର ପାଇଁ ଅପେକ୍ଷା କରିଛନ୍ତି । ଅପରପକ୍ଷେ ଦେବରାଗୋଣ୍ଡିର ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ଜନ୍ମଭୂମିରୁ ଉଚ୍ଛେଦ ହୋଇଛନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।