ଜଙ୍ଗଲୀ-ଛେଳି-ଓ-ଘର-ବାହୁଡ଼ା

Allahabad, Uttar Pradesh

Dec 31, 2021

ଜଙ୍ଗଲୀ ଛେଳି ଓ ଘର-ବାହୁଡ଼ା

ସାରା ବିଶ୍ୱରେ ଜାତିଗତ ହିଂସା ଏବଂ ସ୍ଥାନାନ୍ତରିତ ହେଉଥିବା ବ୍ୟକ୍ତିମାନଙ୍କୁ ପ୍ରତିରୋଧ କରିବା, ଅଟକାଇବା ଏବଂ ନିର୍ବାସିତ କରିବା ପାଇଁ ଉଦ୍ୟମ ଏବଂ ତାଙ୍କ ନିଜ ଦେଶରେ ସଂଖ୍ୟାଲଘୁମାନଙ୍କ ବିପକ୍ଷରେ ବର୍ଦ୍ଧିତ ଘୃଣା ଦ୍ୱାରା ବ୍ୟଥିତ ଜଣେ କବି ‘ଘର-ବାହୁଡ଼ା’ର ଅର୍ଥ ଖୋଜୁଛନ୍ତି

Poem and Text

Anshu Malviya

Translator

OdishaLIVE

Illustrations

Labani Jangi

Want to republish this article? Please write to [email protected] with a cc to [email protected]

Poem and Text

Anshu Malviya

ଅଂଶୁ ମାଲବ୍ୟ ହେଉଛନ୍ତି ଜଣେ ହିନ୍ଦୀ କବି ଯାହାଙ୍କର ତିନୋଟି କବିତା ସଂଗ୍ରହ ପ୍ରକାଶିତ ହୋଇଛି। ସେ ଏହ୍ଲାବାଦରେ ରୁହନ୍ତି ଏବଂ ସେ ଜଣେ ସାଂସ୍କୃତିକ ଏବଂ ସାମାଜିକ କର୍ମୀ, ଯିଏକି ସହରାଞ୍ଚଳ ଗରିବ ଏବଂ ଅନୌପଚାରିକ କ୍ଷେତ୍ରର ଶ୍ରମିକମାନଙ୍କ ସହ ଏବଂ ମିଶ୍ରିତ ଐତିହ୍ୟ ଉପରେ କାମ କରନ୍ତି ।

Illustrations

Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।