ଛତ୍ତା-ବଜାରର-ଉର୍ଦ୍ଦୁ-ହସ୍ତଲିଖନ-ବିଦ୍ୟା-ବିଶାରଦ

Hyderabad, Telangana

Jul 01, 2019

ଛତ୍ତା ବଜାରର ଉର୍ଦ୍ଦୁ ହସ୍ତଲିଖନ ବିଦ୍ୟା ବିଶାରଦ

ବର୍ତ୍ତମାନ ହାଇଦ୍ରାବାଦରେ ଅଳ୍ପ କେତେଜଣ ହସ୍ତଲିଖନ ବିଦ୍ୟା ବିଶାରଦ ରହିଛନ୍ତି, ଯେଉଁମାନେ ବାହାଘର ନିମନ୍ତ୍ରଣ, ଲୋଗୋ ଓ ପରିଚୟ ଫଳକ ଲେଖିବା କାମ କରୁଛନ୍ତି, ଯେତେବେଳେକି ଅନ୍ୟମାନେ କମ୍ପ୍ୟୁଟରାଇଜ୍‌ଡ ଫଣ୍ଟ, ଡିଜିଟାଲ୍‌ ପ୍ରିଣ୍ଟିଂ ଓ ରାଜ୍ୟର ସହାୟତା ଅଭାବରୁ ଏଥିରୁ ଦୂରେଇ ଗଲେଣି ।

Want to republish this article? Please write to [email protected] with a cc to [email protected]

Author

Sreelakshmi Prakash

ଶ୍ରୀଲକ୍ଷ୍ମୀ ପ୍ରକାଶ ସଂଚାର ବିଦ୍ୟାରେ ସ୍ନାତକୋତ୍ତର ଉପାଧି ପାଇଁ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ସହର ସାରା ବୁଲି ଲୋକଙ୍କ କଥା ଶୁଣିବାରେ ସେ ଆନନ୍ଦ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।