ଚାଷୀ-ହରଜିତ-ସିଂହ-ଚାଲିବାକୁ-ଅସମର୍ଥ-ହେଲେ-ମୁଣ୍ଡ-ଉଠାଇ-ଠିଆ-ହୋଇଛନ୍ତି

Sonipat, Haryana

Jan 25, 2021

ଚାଷୀ ହରଜିତ ସିଂହ ଚାଲିବାକୁ ଅସମର୍ଥ ହେଲେ ମୁଣ୍ଡ ଉଠାଇ ଠିଆ ହୋଇଛନ୍ତି

ଦିଲ୍ଲୀ-ହରିୟାଣା ସୀମାରେ ଅବସ୍ଥିତ ସିଙ୍ଘୁରେ ଏକତ୍ରୀତ ହୋଇଥିବା ଅନେକ କୃଷକ ଶହ ଶହ କିଲୋମିଟର ଦୂରରୁ ବହୁ ସମସ୍ୟାର ସମ୍ମୁଖୀନ ହେବା ସତ୍ତ୍ୱେ ଏଠାକୁ ଆସିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ହରଜିତ ସିଂ, ଯିଏ ଭାଙ୍ଗି ଯାଇଥିବା ନିତମ୍ବ ଓ ଆଘାତ ପ୍ରାପ୍ତ ମେରୁଦଣ୍ଡ ସହିତ ଅନେକ ପଥ ଯାତ୍ରା କରି ଆସିଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Amir Malik

ଆମିର ମଲିକ ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ୨୦୨୨ର ପରୀ ସଦସ୍ୟ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।