ଚାଷୀ-କବଲ-ସିଂ-ଓ-ତାଙ୍କୁ-ବାନ୍ଧିଥିବା-ଶିକୁଳି

Sonipat, Haryana

Mar 15, 2021

ଚାଷୀ କବଲ ସିଂ ଓ ତାଙ୍କୁ ବାନ୍ଧିଥିବା ଶିକୁଳି

ଦିଲ୍ଲୀ-ହରିୟାଣା ସିଙ୍ଘୁ ସୀମାରେ ଥିବା ଜଣେ ଚାଷୀ କାହିଁକି କୃଷି ଆଇନକୁ ବିରୋଧ କରୁଛନ୍ତି -ଏବଂ କେଉଁ କାରଣ ଯୋଗୁଁ ଆନ୍ଦୋଳନସ୍ଥଳୀରେ ପାଞ୍ଚ କିଗ୍ରା ଓଜନର ଶିକୁଳି ବାନ୍ଧି ସେ ଏପାଖସେପାଖ ହେଉଛନ୍ତି ସେ ସମ୍ପର୍କରେ କହିଛନ୍ତି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Amir Malik

ଆମିର ମଲିକ ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ୨୦୨୨ର ପରୀ ସଦସ୍ୟ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।