ଚାଷୀଙ୍କ-ପାଇଁ-ସ୍ୱାଧୀନତା-ସଂଗ୍ରାମୀଙ୍କ-ସ୍ୱର

Sangli, Maharashtra

Feb 27, 2020

ଚାଷୀଙ୍କ ପାଇଁ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱର

ହାଉସାବାଇ ପାଟିଲ ଓ ରାମଚନ୍ଦ୍ର ଶ୍ରୀପତି ଲାଡ୍ - ଜୀବନର ୯୦ ଦଶକରେ ପହଞ୍ଚିଥିବା ଦୁଇ ସ୍ୱାଧୀନତା ସଂଗ୍ରାମୀ ମହରାଷ୍ଟ୍ର ସାଙ୍ଗଲୀ ଜିଲ୍ଲାର - କୃଷି ସଂକଟ ପାଇଁ ୨୧ ଦିନିଆ ସଂସଦ ଅଧିବେଶନ ଦାବି କରୁଥିବା ଚାଷୀଙ୍କୁ ସମର୍ଥନ କରୁଛନ୍ତି। ଏହି ଭିଡିଓ ଦେଖନ୍ତୁ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Bharat Patil

ଭାରତ ପାଟିଲ ପିପୁଲ୍ସ ଆର୍କାଇଭ ଅଫ ରୁରାଲ ଇଣ୍ଡିଆର ଜଣେ ସ୍ଵେଛାସେବୀ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।