ଚାରୁବାଲା-ଆନନ୍ଦ-ଓ-ଝୁମର-ଦୁଃଖ-ଓ-ସଂଗୀତ

Purulia, West Bengal

Aug 05, 2019

ଚାରୁବାଲା: ଆନନ୍ଦ ଓ ଝୁମର, ଦୁଃଖ ଓ ସଂଗୀତ

ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର ସେନାବଣ ଗାଁରେ, ୬୫ ବର୍ଷୀୟା ଚାରୁବାଲା କାଳିନ୍ଦୀ, ଦଶନ୍ଧି ଦଶନ୍ଧି ଧରି ନୃତ୍ୟ ପରିବେଷଣ କରି ଆସୁଛନ୍ତି। ଏବେ ବି ସ୍ଫୁର୍ତ୍ତିର ସହ ରସିକ ଏବଂ ଦଳର ଅନ୍ୟ କଳାକାରଙ୍କ ସହ ପ୍ରଦର୍ଶନ କରୁଛନ୍ତି।

Want to republish this article? Please write to [email protected] with a cc to [email protected]

Author

Abhijit Chakraborty

ଅଭିଜିତ୍ ଚକ୍ରବର୍ତ୍ତୀ କୋଲକାତାର ଜଣେ ଫଟୋ ସାମ୍ବାଦିକ। ସେ ସୁନ୍ଦରବନ୍ ଉପରେ ଆଧାରିତ ଏକ ତ୍ରୟମାସିକ ବଙ୍ଗଳା ପତ୍ରିକା ‘ସୁଦ୍ଦୁ ସୁନ୍ଦରବନ୍ ଚର୍ଚା’ ସହିତ ଜଡିତ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।