ଚନ୍ଦେରୀ‌-‌ସୂତାରେ‌-‌ଝୁଲୁଥିବା‌-‌ମଧ୍ୟ‌-‌ପ୍ରଦେଶର‌-‌ବୁଣାକାର‌

Ashok Nagar, Madhya Pradesh

Jun 25, 2020

ଚନ୍ଦେରୀ‌ ‌ସୂତାରେ‌ ‌ଝୁଲୁଥିବା‌ ‌ମଧ୍ୟ‌ ‌ପ୍ରଦେଶର‌ ‌ବୁଣାକାର‌

କୋଭିଡ୍‌-୧୯‌ ‌ଲକ୍‌ଡାଉନ୍‌‌ ‌କାରଣରୁ‌ ‌ମଧ୍ୟପ୍ରଦେଶର‌ ‌ଚନ୍ଦେରୀ‌ ‌ସହରରେ‌ ‌ଶହ‌ ‌ଶହ‌ ‌ବର୍ଷ‌ ‌ଧରି‌ ‌ଚାଲିଥିବା‌ ‌ଚନ୍ଦେରୀ‌ ‌ବସ୍ତ୍ର‌ ‌ବ୍ୟବସାୟରେ‌ ‌ଅଚଳାବସ୍ଥା‌ ‌ସୃଷ୍ଟି‌ ‌ହୋଇଛି।‌ ‌ଚାହିଦାର‌ ‌ଅଭାବ,‌ ‌ବକେୟା‌ ‌ପ୍ରାପ୍ୟ‌ ‌ମିଳୁ‌ ‌ନଥିବା‌ ‌ଏବଂ‌ ‌ସମ୍ବଳ‌ ‌ହ୍ରାସ‌ ‌ପାଉଥିବା‌ ‌ସମୟରେ‌ ‌ସୁରେଶ‌ ‌କୋଲିଙ୍କ‌ ‌ଭଳି‌ ‌ଅନେକ‌ ‌ବୁଣାକାର‌ ‌ଏବେ‌ ‌ଅସମଞ୍ଜ‌ସ୍ୟ‌ ‌ସ୍ଥିତିରେ‌ ‌ରହିଛନ୍ତି‌ ‌

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Mohit M. Rao

Mohit M. Rao is an independent reporter based in Bengaluru. He writes primarily on environment, with interests in labour and migration.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।