ଘର-ଭିତରେ-ରହିବାକୁ-ଆମ-ପାଖରେ-ଘର-ନାହିଁ

Palghar, Maharashtra

Sep 22, 2020

‘ଘର ଭିତରେ ରହିବାକୁ ଆମ ପାଖରେ ଘର ନାହିଁ’

ମହାରାଷ୍ଟ୍ରର ଯାଯାବର ମେଷପାଳକ ଧାଙ୍ଗର ପରିବାରର ଏହି ଦଳକୁ ତାଲାବନ୍ଦ କାରଣରୁ ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି- ସେମାନଙ୍କ ମେଣ୍ଢା ବିକ୍ରି ହାର ହ୍ରାସ ପାଇଛି, ଗ୍ରାମର ପଡିଆକୁ ଯିବାରେ କଟକଣାର ସମ୍ମୁଖୀନ ହେବାକୁ ପଡୁଛି ଓ ସେମାନଙ୍କର ରାସନ୍‌ ସାମଗ୍ରୀ ମଧ୍ୟ ସରିବାରେ ଲାଗିଛି – ତଥାପି ସେମାନେ କୌଣସି ମତେ ବଞ୍ଚିବା ପାଇଁ ସେମାନଙ୍କ ଚେଷ୍ଟା ଜାରି ରଖିଛନ୍ତି।

Want to republish this article? Please write to [email protected] with a cc to [email protected]

Author

Shraddha Agarwal

ଶ୍ରଦ୍ଧା ଅଗ୍ରୱାଲ୍‌ ପିପୁଲ୍‌ସ ଆର୍କିଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ରିପୋର୍ଟର ଓ କଣ୍ଟେଣ୍ଟ ଏଡିଟର୍‌ ଭାବେ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।