ଗ୍ରାମୀଣ-ଭାରତର-ନଦୀମାନଙ୍କର-ଜୁଆର-ଓ-ଭଟ୍ଟା

Oct 14, 2019

ଗ୍ରାମୀଣ ଭାରତର ନଦୀମାନଙ୍କର ଜୁଆର ଓ ଭଟ୍ଟା

ସାରା ଭାରତରେ ନଦୀମାନେ ଲୋକମାନଙ୍କ ଜୀବନ ଭିତରକୁ ଆସନ୍ତି-ସେମାନଙ୍କଠାରେ ବନ୍ୟା ଆସେ, ସେମାନେ ଶୁଖନ୍ତି, ସେମାନଙ୍କର ନଦୀବନ୍ଧ ନିୟୁତ ନିୟୁତକୁ ବିସ୍ଥାପନ କରେ। ଏହି ନଦୀ ଏକ ବ୍ୟବସାୟ ରେଖା, ଏକ ପରିବହନ ବ୍ୟବସ୍ଥା, ଏକ ଦେଶାନ୍ତର ମାର୍ଗ ଏବଂ ଆହୁରି ଅନେକ। କୋସି, କ୍ରିଷ୍ଣା, ମୁରୀଗଙ୍ଗା, ଗୋଦାବରୀ, ବ୍ରହ୍ମପୁତ୍ର ଏବଂ ଆହୁରି ଅନେକ-ପରିର କ୍ରମବର୍ଦ୍ଧିଷ୍ଣ ନଦୀକୂଳ କାହାଣୀଗୁଡ଼ିକର ଉପସ୍ଥାପନା

Want to republish this article? Please write to [email protected] with a cc to [email protected]

Author

PARI Contributors

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।