ଗ୍ରାମୀଣ-ଭାରତରେ-ମହିଳାଙ୍କ-ସ୍ୱାସ୍ଥ୍ୟର-କାହାଣୀଗୁଡ଼ିକ

Feb 04, 2023

ଗ୍ରାମୀଣ ଭାରତରେ ମହିଳାଙ୍କ ସ୍ୱାସ୍ଥ୍ୟର କାହାଣୀଗୁଡ଼ିକ

ସାରାଂଶ : ବାଲ୍ୟ ବିବାହ, ବିପଜ୍ଜନକ ଗର୍ଭପାତ, ଏବଂ ଦୁର୍ବଳ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା। ଭାରତରେ ମହିଳାଙ୍କ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ଆଧାରିତ ଆମେ ପ୍ରକାଶ କରୁଥିବା ଏହି ଅଧ୍ୟାୟରେ ସାମିଲ କେତେକ ବିଷୟ ମଧ୍ୟରୁ ଏଗୁଡ଼ିକ ଅନ୍ୟତମ

Author

PARI Team

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

PARI Team

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।