ଗ୍ରାମୀଣ-ଭାରତରୁ-ଦୁଇ-ଚକିଆ-ଉପରେ-କାହାଣୀ

Dec 06, 2021

ଗ୍ରାମୀଣ ଭାରତରୁ ଦୁଇ ଚକିଆ ଉପରେ କାହାଣୀ

ଏସବୁ ପରୀର ସାଇକେଲ ଇତିବୃତ୍ତି : ତ୍ରିପୁରାରେ ଏକ ବାଇସାଇକେଲ ଉପର ୪୫ ଫୁଟ ଲମ୍ବ ବାଉଁଶ ବୋହିବା; ପୁଡୁକ୍କୋଟ୍ଟାଇରେ ମହିଳାମାନଙ୍କର ସାଇକେଲ ଆନ୍ଦୋଳନ; ମହାରାଷ୍ଟ୍ରର ଜଣେ ୯୭ ବର୍ଷ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ଯିଏକି ଏବେସୁଦ୍ଧା ଜଣେ ଉତ୍ସାହୀ ସାଇକେଲ ଚାଳକ ହୋଇ ରହିଛନ୍ତି; ଶାନ୍ତିନିକେତନର ଜଣେ ମାଛ ବିକ୍ରେତା ଯିଏକି ସାଇକେଲ ଚଲାଇବା ସହିତ ନିଜ ପଛ ପଟେ ଥିବା ଏକ ଢୋଲ ବଜାଇଥାନ୍ତି। ଲକଡାଉନ ସମୟରେ ଏକ ଗିୟର ନଥିବା ସ୍କୁଟରରେ ଚଢ଼ି ଅନ୍ୟ ଦୁଇ ଚକିଆ ଚାଳକ ସାଥୀଙ୍କ ସହିତ ୧୨୦୦ କିମି ଦୂର ରେୱା ଯାତ୍ରାର କାହାଣୀ, ଶିବଗଙ୍ଗାଇରେ ଥିବା ନିଜ ବଗିଚାରୁ ଫସଲ ଏକ ସ୍କୁଟି ବୋହି ନେଇ ବିକ୍ରି କରୁଥିବା ଜଣେ ଏକାକୀନୀ ମା’ଙ୍କ କାହାଣୀ ଏବଂ ମାଗଣା ‘ବାଇକ ଆମ୍ବୁଲାନ୍ସ’ ଚଲାଉଥିବା ଜଲପାଇଗୁଡ଼ିର ଜଣେ ଚା’ ବଗିଚା ଶ୍ରମିକଙ୍କ କଥା ମଧ୍ୟ ରହିଛି। ଏସବୁ ଏବଂ ଆହୁରି ଅନେକ ଏଠାରେ ପଢ଼ନ୍ତୁ

Want to republish this article? Please write to [email protected] with a cc to [email protected]

Author

PARI Contributors

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।