ଗ୍ରମୀଣ-ଭାରତର-ଢୋଲର-ତାଳ

Oct 12, 2021

ଗ୍ରମୀଣ ଭାରତର ଢୋଲର ତାଳ

ଭାରତର ଗ୍ରାମୀଣ ଅଂଚଳରେ ଗୀତ, ନୃତ୍ୟ ପାଇଁ ପୋଙ୍ଗ, ମୃଦଙ୍ଗ, ଢୋଲ, ଢୋଲ୍ଲୁ, ଥାପ୍ପୁ, ଢୋଲକ ଇତ୍ୟାଦି ବାଜା ବଜାଯାଇଥାଏ। ପରୀ ଫାଇଲଗୁଡ଼ିକର ଏହି କାହାଣୀଗୁଡ଼ିକ ଦର୍ଶାଏ ଯେ ଜନସାଧାରଣ ଲିଂଗଗତ ଏବଂ ଜାତିଗତ ବିଭେଦକୁ ବିରୋଧ କରିବା ସହିତ, ଚ୍ୟାଲେଞ୍ଜ କରିବାର ଏହା ଏକ ମାଧ୍ୟମ

Want to republish this article? Please write to [email protected] with a cc to [email protected]

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Author

PARI Contributors