ଗୋରୁ-ଗଣନା-ଗ୍ରାମୀଣ-ସ୍ଵାସ୍ଥ୍ୟ-ସୂଚକାଙ୍କ-ନୁହେଁ

Sonipat, Haryana

Jun 03, 2020

ଗୋରୁ ଗଣନା, ଗ୍ରାମୀଣ ସ୍ଵାସ୍ଥ୍ୟ ସୂଚକାଙ୍କ ନୁହେଁ

କମ୍ ଦରମା ଏବଂ ଅଧିକ କାର୍ଯ୍ୟଭାରରେ ଅତିଷ୍ଠ ହୋଇପଡ଼ିଥିବା ହରିୟାଣା ସୋନପତ ଜିଲ୍ଲାର ସୁନୀତା ରାଣୀ ଏବଂ ଅନ୍ୟ ଆଶାକର୍ମୀମାନେ ଅସରନ୍ତି ସର୍ବେକ୍ଷଣ, ରିପୋର୍ଟ ଓ କାର୍ଯ୍ୟଭାରରେ ବ୍ୟସ୍ତ ରହିବା କାରଣରୁ ଗ୍ରାମୀଣ ପରିବାରଗୁଡ଼ିକୁ ସନ୍ତାନଜନ୍ମ ସଂକ୍ରାନ୍ତ ସ୍ଵାସ୍ଥ୍ୟ ସେବା ପ୍ରଦାନ କରିବା ଲାଗି ସଂଘର୍ଷ କରିବାକୁ ପଡ଼ୁଛି।

Want to republish this article? Please write to [email protected] with a cc to [email protected]

Author

Anubha Bhonsle

ଅନୁଭା ଭୋଁସଲେ୨୦୧୫ର ଜଣେ ପରୀ ଫେଲୋ, ସ୍ୱାଧୀନ ସାମ୍ବାଦିକ ଏବଂ ଆଇସିଏଫ୍‌ଜେ ନାଇଟ୍‌ ଫେଲୋ, ଏବଂ ମଣିପୁରର ଅଶାନ୍ତ ଇତିହାସ ଏବଂ ସଶସ୍ତ୍ର ସେନାବାହିନୀର ବିଶେଷ କ୍ଷମତା ଆଇନର ପ୍ରଭାବ ଉପରେ ଲିଖିତ ‘‘ ମଦର୍ ହ୍ୱେୟାର୍ ଇଜ୍ ମାଇଁ କଣ୍ଟ୍ରିର ପ୍ରଣେତା।

Author

Pallavi Prasad

ପଲ୍ଲବୀ ପ୍ରସାଦ ମୁମ୍ବାଇରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକା, ଜଣେ ୟଙ୍ଗ ଇଣ୍ଡିଆ ଫେଲୋ ଏବଂ ଲେଡି ଶ୍ରୀରାମ କଲେଜରୁ ଇଂରାଜୀ ସାହିତ୍ୟର ସ୍ନାତକ ଅଟନ୍ତି । ସେ ଲିଙ୍ଗ, ସଂସ୍କୃତି ଓ ସ୍ୱାସ୍ଥ୍ୟ ଉପରେ ଲେଖିଥା’ନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Illustration

Priyanka Borar

ପ୍ରିୟଙ୍କା ବୋରାର ହେଉଛନ୍ତି ଜଣେ ନ୍ୟୁ ମିଡିଆ କଳାକାର ଯିଏ ନୂତନ ଅର୍ଥ ଓ ଅଭିବ୍ୟକ୍ତି ଆବିଷ୍କାର କରିବା ପାଇଁ ବିଭିନ୍ନ ଟେକ୍ନୋଲୋଜି ପ୍ରୟୋଗ ସମ୍ବନ୍ଧିତ ପ୍ରୟୋଗ କରନ୍ତି। ସେ ଶିକ୍ଷାଲାଭ ଓ ଖେଳ ପାଇଁ ବିଭିନ୍ନ ଅନୁଭୂତି ଡିଜାଇନ୍‌ କରିବାକୁ ଭଲ ପାଆନ୍ତି। ସେ ଇଣ୍ଟରଆକ୍ଟିଭ୍‌ ମିଡିଆରେ କାମ କରିବାକୁ ଯେତେ ଭଲ ପାଆନ୍ତି ପାରମ୍ପରିକ କଲମ ଓ କାଗଜରେ ମଧ୍ୟ ସେତିକି ସହଜତା ସହିତ କାମ କରିପାରନ୍ତି।

Editor

Hutokshi Doctor

Series Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ