ଗୋଟିଏ-ପୁସ୍ତକ-ଓ-ତିନି-ପଡ଼ୋଶୀଙ୍କ-କାହାଣୀ

South 24 Parganas, West Bengal

May 27, 2023

ଗୋଟିଏ ପୁସ୍ତକ ଓ ତିନି ପଡ଼ୋଶୀଙ୍କ କାହାଣୀ

ନଅଟି ହାଇକୁର ଗୁଚ୍ଛରେ ସମାହିତ ଭାରତୀୟ ସମ୍ବିଧାନର ଜୟଜୟକାର, ଯାହା ଆମକୁ ଆମ ଢଙ୍ଗରେ ଗଢ଼ି ତୋଳିଥିବା ମାନବୀୟ ମୂଲ୍ୟବୋଧର ଏକ ଗୌରବମଣ୍ଡିତ ଅଧ୍ୟାୟ

Want to republish this article? Please write to [email protected] with a cc to [email protected]

Author

Joshua Bodhinetra

ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ (ପରୀ) ରେ ଭାରତୀୟ ଭାଷା କାର୍ଯ୍ୟକ୍ରମ, ପରୀଭାଷାର ବିଷୟବସ୍ତୁ ପରିଚାଳକ ଜୋଶୁଆ ବୋଧିନେତ୍ର। ସେ କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରୁ ତୁଳନାତ୍ମକ ସାହିତ୍ୟରେ ଏମଫିଲ କରିଛନ୍ତି ଏବଂ ଜଣେ ବହୁଭାଷୀ କବି, ଅନୁବାଦକ, କଳା ସମାଲୋଚକ ଏବଂ ସାମାଜିକ କର୍ମୀ ଅଟନ୍ତି।

Illustration

Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

Translator

Sweta Sundar Samantara

ଶ୍ୱେତ ସୁନ୍ଦର ସାମନ୍ତରା, ରିପୋର୍ଟିଂ ଏବଂ ସମ୍ବାଦପତ୍ର ଓ ଟେଲିଭିଜନରେ ସମ୍ପାଦନା କାର୍ଯ୍ୟରେ ତିରିଶ ବର୍ଷରୁ ଅଧିକ ଅଭିଜ୍ଞତା ସଂପନ୍ନ ଜଣେ ସାମ୍ବାଦିକ । ସେ ଜଣେ ମୁକ୍ତବୃତ୍ତି ଲେଖକ ଓ ଅନୁବାଦକ ଏବଂ ଏବେ ହାଇଦ୍ରାବାଦରେ ରହୁଛନ୍ତି ।