ଗୁଞ୍ଜିରେ-କିଛିଟା-ସେଭଳି-ସ୍ୱଚ୍ଛ-ନୁହେଁ

Pithoragarh, Uttarakhand

Oct 29, 2018

ଗୁଞ୍ଜିରେ କିଛିଟା ସେଭଳି ‘ସ୍ୱଚ୍ଛ’ ନୁହେଁ

ଉତ୍ତରାଖଣ୍ଡର ଗୁଞ୍ଜି ଗାଁ। ୧୯୪ଟି ପରିବାରର ବସତି। ପାହାଡ଼ର ଭୀଷଣ ଥଣ୍ଡା ସତ୍ତ୍ଵେ ଏହାର ଲୋକମାନେ ବୁଦା ପଛପଟେ ନିଷ୍କାସନ କରନ୍ତି। ତଥାପି ଏହା ଏକ ବାହ୍ୟ ମଳମୁକ୍ତ ଅଞ୍ଚଳ ବୋଲି ସ୍ୱଚ୍ଛ ଭାରତ ମିଶନ ଦାବି କରେ।

Want to republish this article? Please write to [email protected] with a cc to [email protected]

Author

Arpita Chakrabarty

ଲେଖକ ପରିଚୟ: ଅର୍ପିତା ଚକ୍ରବର୍ତ୍ତୀ ଜଣେ କୁମାଓନ ଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକା ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।