ଗଭୀରରେ-ଭାରତର-ମତ୍ସ୍ୟଜୀବୀ-ସମୁଦାୟ

Oct 08, 2019

ଗଭୀରରେ: ଭାରତର ମତ୍ସ୍ୟଜୀବୀ ସମୁଦାୟ

ଉପକୂଳ ଏବଂ ଆଭ୍ୟନ୍ତରରେ ଥିବା ମତ୍ସ୍ୟଜୀବୀମାନେ ସମସ୍ୟାରେ ଅଛନ୍ତି, ସେମାନଙ୍କ ନିୟନ୍ତ୍ରଣ ବାହାରେ ପରିବର୍ତ୍ତନର ଜାଲରେ ପଡିଯାଇଛନ୍ତି- ଅନିଶ୍ଚିତ ପାଣିପାଗ ବୃଦ୍ଧି, ବିକାଶ ପରିଯୋଜନାର ପରିଣାମ, ବଡ଼ବଡ଼ ଔଷଧ ଏବଂ ଅନ୍ୟ ଶିଳ୍ପଗୁଡ଼ିକ ଦ୍ୱାରା ହେଉଥିବା ଜଳ ପ୍ରଦୂଷଣ, ପର୍ଯ୍ୟଟନର ପ୍ରସାର, ବଡ଼ ଟ୍ରଲର ଦ୍ୱାରା ବୃହତ ପରିମାଣରେ ମାଛଧରା ଏବଂ ଅନ୍ୟାନ୍ୟ ସମସ୍ୟା। ସେମାନଙ୍କ ମଧ୍ୟରୁ ଅନେକ ମାଛଧରା ଦ୍ୱାରା ତିଷ୍ଠି ରହିବାକୁ ସଂଘର୍ଷ କରୁଛନ୍ତି- ଏଗୁଡ଼ିକ ପରିରେ ସେମାନଙ୍କର କାହାଣୀ।

Want to republish this article? Please write to [email protected] with a cc to [email protected]

Author

PARI Contributors